ଓଲଟିଲା ଏସିଡ଼ ଗାଡ଼ି, ଡାଇଭର-ହେଲପର ଗୁରୁତର

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଦାନୀପାଲି ନିକଟରେ ଓଲଟିଲା ଏସିଡ଼ ଗାଡି। ଡ୍ରାଇଭର ଓ ହେଲପର ଗୁରୁତର ଆହତ। ଆଜି ବରଗଡ଼ ଜିଲ୍ଲା ସୋହେଲା ଦଶମାଇଲରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଯାଉଥିବା ବେଳେ ସୋନପୁର-ଡୁଙ୍ଗୁରିପାଲି ଏମଡିଆର ୩୯ ମୁଖ୍ୟରାସ୍ତା ବିନିକା ଦାନୀପାଲି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇଁ ଦୁଇଟି ଦମକଳ ଗାଡି ପହଞ୍ଚି ଗାଡ଼ିରୁ ଲିକ ହେଉଥିବା ଏସିଡକୁ ଆୟତ୍ତ କରୁଛି। ଘଟଣାସ୍ଥଳରେ … Continue reading ଓଲଟିଲା ଏସିଡ଼ ଗାଡ଼ି, ଡାଇଭର-ହେଲପର ଗୁରୁତର